ଜେଇଇ ଆଡ଼ଭାନ୍ସଡ଼ ଟପରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଯୁଗ୍ମ ପ୍ରବେଶିକା ପରୀକ୍ଷା -ଜେଇଇ ଆଡଭାନ୍ସଡ଼ର ରାଜ୍ୟ ଟପର ଦିବ୍ୟାଂଶୁ ମାଲୁ ଓ 228 ରାଙ୍କରେ ଥିବା ତାଙ୍କ ଭାଇ ଦିପ୍ତ୍ୟଂଶୁଙ୍କୁ ମୁଖ୍ୟମନ୍ତ୍ରୀ ଆଜି ସମ୍ବର୍ଦ୍ଧିତ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version