ଓଡ଼ିଶା ସମେତ ୧୬ ରାଜ୍ୟରେ SIR ହେବ।ECI ପକ୍ଷରୁ ଫେଜ୍-୩ SIR ନେଇ ବିଧିବଦ୍ଧ ନୋଟିସ୍ ଜାରି ହୋଇଛି।
୩.୯୪ ଲକ୍ଷ ବୁଥ୍ ଲେବଲ୍ ଅଫିସର ଘର ଘର ବୁଲିବେ। ସମସ୍ତ ପୋଲିଂ ବୁଥ୍ ପାଇଁ ଏଜେଣ୍ଟ ନିଯୁକ୍ତି ନେଇ ରାଜନୈତିକ ଦଳକୁ ନିର୍ଦ୍ଦେଶ ଦିଆଯାଇଛି।
Credible Local News of Odisha