ଜୁଯୋମୁରାରରେ ବ୍ଳକ ଗଣ୍ଡ ସମାଜ ମହାସଭାର ଵୈଠକ

ସମ୍ବଲପୁର ଜିଲ୍ଲା ଜୁଯୋମୁରା ଆରଏମସି ପରିସରରେ ଆଜି ଜୁଯୋମୁରା ବ୍ଳକ ଗଣ୍ଡ ସମାଜ ମହାସଭା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସମଗ୍ର ଜୁଯୋମୁରା ବ୍ଳକର ୧୮ ଗୋଟି ପଂଚାୟତର ଗଣ୍ଡ ସମାଜର ପ୍ରତିନିଧିମାନଙ୍କ ସମାଗମ ହୋଇଥିଲା। ଏହି ମହାସଭାରେ ଗଣ୍ଡସମାଜର ବରିଷ୍ଠ ସଭ୍ୟ ବିନୋଦ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ସମାଜର ବହୁ ବରିଷ୍ଠ ସଭ୍ୟ ଉଦବୋଧନ ଦେଇ ଗଣ୍ଡସମାଜ ସବୁକ୍ଷେତ୍ରରେ କିପରି ସର୍ବାଙ୍ଗୀନ ବିକାଶ କରିବ ସେନେଇ ଆଲୋଚନା କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes