ଜୁନ 16 ତାରିଖ ପର୍ଯ୍ୟନ୍ତ ସ୍କୁଲ ଖରାଛୁଟି :ମନ୍ତ୍ରୀ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖରା ଛୁଟି ଆଗୁଆ ଘୋଷଣା କରାଯାଇଥିବା ବେଳେ ଏହା ଜୁନ 16 ପର୍ଯ୍ୟନ୍ତ ରହିବ ବୋଲି ଆଜି ବିଭାଗୀୟ ମନ୍ତ୍ରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes