ଜୁନ ୧୨ ରେ ବାରବାଟୀରେ ଭାରତ -ଦକ୍ଷିଣଆଫ୍ରିକା ଟି -ଟ୍ୱେଣ୍ଟି

ଆସନ୍ତା ଜୁନ 12 ତାରିଖରେ ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି -ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆଜି ଓସିଏ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes