ଜୁନ୍ ୧ରୁ ଆଜି ଯାଏଁ ରାଜ୍ୟରେ ୮୩୨.୧ ମିମି ବର୍ଷା ରେକର୍ଡ

ସ୍ୱାଭାବିକ ବର୍ଷା ୯୬୩.୧ ମିମି ତୁଳନାରେ ୮୩୨.୧ ମିମି ବର୍ଷା ହୋଇଛି।

୧୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes