ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କୋଟିଲିଙ୍ଗ ପଞ୍ଚାୟତ ମେଟା ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଛି।
୩ ଲକ୍ଷ ୮୮ ହଜାର ଟଙ୍କା ସହ ୨ଟି ବାଇକ୍ ଜବତ କରିଛି ପୁଲିସ।
Credible Local News of Odisha