ଜୁଆ ଆଡ୍ଡା ଉପରେ ଚଢ଼ାଉ, ୩ ଗିରଫ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କୋଟିଲିଙ୍ଗ ପଞ୍ଚାୟତ ମେଟା ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଛି।

୩ ଲକ୍ଷ ୮୮ ହଜାର ଟଙ୍କା ସହ ୨ଟି ବାଇକ୍ ଜବତ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Ratha Yatra 30.6