ସୋନପୁର ଜିଲ୍ଲା ସ୍ତରୀୟ ମାସିକ ଋତୁସ୍ରାବ ଏକ ସାଧାରଣ ବାସ୍ତବତା ଏବଂ ଏହି ବାସ୍ତବତାକୁ ୨୦୩୦ ମସିହା ଯାଏଁ ସମସ୍ତଙ୍କ ପାଇଁ ଗ୍ରହଣଶୀଳ କରାଇବାର ଲକ୍ଷ୍ୟ ନେଇ ଆମକୁ କାମ କରିବାକୁ ପଡିବ ବୋଲି ଆଜି ଜିଲ୍ଲାସ୍ତରୀୟ ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ପାଳନ ଅବସରରେ ମଂଚାସୀନ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି।
