ବାଲେଶ୍ଵରର ଭେନ୍ୟା ପାରାଡ଼ାଇଜ ଠାରେ ଆଜି ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ବିଜେପି ସଭାପତି ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରରେ ଅଷ୍ଟମ ବର୍ଷ ପୂର୍ତ୍ତି ନେଇ ସେବା ଓ ସୁଶାସନ ନେଇ ଧନ୍ୟବାଦ ଜଣାଇଥିଲେ। ତତ୍ ସହିତ ଦଳକୁ ସୁଦୃଢ କରିବାକୁ ଶପଥ ନେଇଥିଲେ।