ଜିଲ୍ଲା କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ

ବାଲେଶ୍ଵର ସହରସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ବିଜୁ ଜନତା ଦଳର ମିଶ୍ରଣପର୍ଵ ଅନୁଷ୍ଠିତ ହୋଇଛି।

ପୌର ନିର୍ବାଚନରେ ସ୍ଵାଧୀନ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ସହରର ୯,୧୧ ଓ ୧୨ ନମ୍ବର ୱାର୍ଡ଼ର କାଉନସିଲର ବିଜୁ ଜନତା ଦଳର ନିତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବୋଲି ବିଜେଡି ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes