ଜିଲ୍ଲା ଆଦିବାସୀ ଦଳିତ ସେନା ତରଫରୁ ସାଗରିକା ବକଳିଙ୍କୁ ସମ୍ମାନିତ

ଆଜି ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଜିଲ୍ଲା ଆଦିବାସୀ ଦଳିତ ସେନା ତରଫରୁ ସବିତା ଆମ୍ବେଦକରଙ୍କ ୧୯ତମ ପରିନିର୍ମାଣ ଦିବସ ପାଳନ କରାଯାଇଥିଲା ।

ଏହି ଅବସରରେ ସ୍ୱର୍ଗୀୟ ସବିତା ଆମ୍ବେଦକରଙ୍କ ତ୍ୟାଗମୟ ଜୀବନୀ ଉପରେ ଆଲୋଚନା କରାଯିବା ବେଳେ ଜିଲ୍ଲା ଆଦିବାସୀ ଦଳିତ ସେନାର ଉପସଭାପତି ନିହାଲ ସିଂ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ବେଳେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version