(ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ)
ଆଜି ଜିଲ୍ଲା ତାଲିମ ୟୁନିଟ୍, ସୋନପୁର ଠାରେ ରେଆର ସୋନପୁର ତରଫରୁ ଓ ବେସିକ ନିଡ୍ସ ଇଣ୍ଡିଆ ବାଙ୍ଗାଲୋର ସହାୟତା ରେ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ତର.ପ୍ରଦୀପ କୁମାର ହୋତା ,ଜିଲ୍ଲା ଅତିରିକ୍ତ ସାର୍ବଜନିନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦୈତନାରାୟଣ ପାଢ଼ୀ, ଉପ ଖଣ୍ଡିୟ ସମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରୁ ଡ଼.ତିବିକ୍ରମ ପାଣ୍ଡିଆ, ଅନୁପ ରଞ୍ଜନ ଦାଶ, ଟୀକାରାମ ପଟେଲ, ବେସିକ ନିଡ୍ସ ଇଣ୍ଡିଆ