ଜିଲ୍ଲାପାଳ ଓ ଏସପିଙ୍କ ରଥଯାତ୍ରା ନେଇ ସ୍ଥିତି ଅନୁଧ୍ୟାନ

ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ଶୃଙ୍ଖଳିତ ଓ ସୁନ୍ଦର ଭାବେ କରିବା ପାଇଁ ଆଜି ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଏସପି ଡି ଋଷିକେଶ ଦ୍ୱୟନଦେଓ ଖିଲାରୀ ସ୍ଥିତି ଅନୁଧ୍ୟାନ କରିବା ସମୀକ୍ଷା କରିଛନ୍ତି।

ରଥଯାତ୍ରାରେ ଜନ ସମାଗମକୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ବ୍ୟବସ୍ଥା ସହ ନୀତିକାନ୍ତି ନେଇ ଆଲୋଚନା କରିଥିଲେ। ବାରିପଦା ଉପ ଜିଲ୍ଲାପାଳ ତଥା ଦେବତ୍ୱର ବିଭାଗ ଅଧିକାରୀ ଅନ୍ୟା ଦାସ ରଥଯାତ୍ରା ପରିଚାଳନା ସମ୍ପର୍କିତ ପ୍ରସ୍ତୁତି ଓ ଏହାର ସ୍ଥିତି ସମ୍ପର୍କରେ ଜଣାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version