ଜିଲ୍ଲାପାଳ ଅଫିସ୍‌କୁ ଧସେଇ ପଶିଲେ

ବଲାଙ୍ଗିର ଜିଲ୍ଲାପାଳ ଅଫିସ୍‌କୁ ଧସେଇ ପଶିଲେ କଂଗ୍ରେସ କର୍ମୀ।କର୍ମଚାରୀଙ୍କୁ ଅଫିସ୍‌ରୁ ବାହାର କରିଦେଇ ନାରାବାଜି ଦେବା ସହ ଅଫିସ୍ କାମ ବନ୍ଦ କରିବାକୁ କହିଲେ କଂଗ୍ରେସ କର୍ମୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes