ଜିଲ୍ଲାପାଳଙ୍କ ବୀରମହାରାଜପୁର ମହାବିଦ୍ୟାଳୟ ଗସ୍ତ

ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ବୀରମହାରାଜପୁର ମହାବିଦ୍ୟାଳୟ ଗସ୍ତ କରି ରେଗିଂ ପ୍ରତି ଅଧ୍ୟାପକ ଅଧ୍ୟାପିକାମାନେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମଧ୍ୟ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes