ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ସାନକେରେଜାଙ୍ଗ ପଞ୍ଚାୟତବାସୀ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନକେରେଜାଙ୍ଗ ପଞ୍ଚାୟତର ଗୋଳାବନ୍ଧ, ଡାବରଧୁଆଁ ଓ ବେହେରାଭୁଇଁ ପ୍ରଭୃତି ଗ୍ରାମର ୬୭ ଏକର ଜମି ଉପରେ ଜିନ୍ଦଲ କମ୍ପାନୀ ତାର ଅଳିଆ ଆବର୍ଜ୍ଜନା ପାଣି ଛାଡୁଛି ଆଉ ଯିବା ଆସିବା ରାସ୍ତା ଉପରେ ବାଉଣ୍ଡରୀ ଦେଇଛି।

ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ପଞ୍ଚାୟତବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes