ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଞ୍ଜସେନାର ବିକ୍ଷୋଭ

ମୟୁରଭଞ୍ଜ ଜିଲ୍ଲାର ଐତିହ୍ୟ ମାନଙ୍କର ସୁରକ୍ଷା, ପର୍ଯ୍ୟଟନର ବିକାଶ, ନୂତନ ଶିଳ୍ପ ପ୍ରତିଷ୍ଠା ସହିତ ବନ୍ୟାଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ ମାଧ୍ୟମରେ ବେକାରୀ ସମସ୍ୟାକୁ ଦୂର କରିବା ଦାବି ନେଇ ଆଜି ଅଗ୍ରଣୀ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version