ସପ୍ତାହେ ଭିତରେ ପିହୁର ସନ୍ଧାନ ନ ମିଳିଲେ ୮ ତାରିଖରୁ ଅନଶନ ଧମକ ଦେଇଛନ୍ତି ପିହୁଙ୍କ ମାଆ ମୋନାଲିସା ନାୟକ।
୨୦୨୦ ମସିହା ଅଗଷ୍ଟ ୯ ତାରିଖରୁ ନିଖୋଜ ଅଛି ସାଢେ ୪ ବର୍ଷର ପିହୁ।ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ।
Credible Local News of Odisha