ଜିଲ୍ଲାପାଳଙ୍କୁ ଭେଟିବାକୁ ଚାଲିଲେ ଛାତ୍ରଛାତ୍ରୀ

ସ୍କୁଲ ଅବ୍ୟବସ୍ଥା ବାବଦରେ ଅବଗତ କରିବାକୁ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ପଥରନେସା ଆଶ୍ରମ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବାକୁ ଚାଲି ଚାଲି ଯାଉଛନ୍ତି।

ନିମ୍ନମାନର ଖାଦ୍ୟ ସହ ବିଭିନ୍ନ ଦାବି ସଂପର୍କରେ ଜଣାଇବାକୁ ସେମାନେ ବାହାରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version