ଜିଲାପାଳଙ୍କୁ ଭେଟି ଆଲୋଚନା କଲେ ନବ ଗଠିତ ଜିଲା ମଙ୍ଗଳ କମିଟି

କେନ୍ଦୁଝର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଘୋଷଣା ହୋଇଛି। ଡକ୍ଟର ବିଭୂତି ଭୂଷଣ ଦାଶ ଅଧ୍ୟକ୍ଷ ଭାବେ ଚୟନ ହୋଇଥିବା ବେଳେ ସଦସ୍ୟ/ସଦସ୍ୟା ଭାବେ ରାଜଶ୍ରୀ ଉପାଧ୍ୟାୟ, ସୋନାଲି ଦାସ, କୃଷ୍ଣଚନ୍ଦ୍ର ବାରିକଙ୍କୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଚୟନ କରାଯାଇଛି।

ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ଡିସିପିଓ ଦେବାଙ୍ଗନା ବାରିକଙ୍କ ଉପସ୍ଥିତିରେ ଜିଲାପାଳ ଆଶିଷ ଠାକରେଙ୍କୁ ଭେଟି ଆଲୋଚନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version