ଜିଏସଟି ଠକେଇ ମାମଲାରେ ପାଞ୍ଚ ବ୍ୟବସାୟୀ ଗିରଫ

311 କୋଟି ଟଙ୍କାର ଜିଏସଟି ଠକେଇ ମାମଲାରେ ଆଜି ରାଉରକେଲାରୁ 4 ଜଣ ଓ ସୁନ୍ଦରଗଡ଼ରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଜିଏସଟି କମିଶନର ସୁଶୀଲ ଲୋହାନୀ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes