ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜାଲ ନିଯୁକ୍ତି ମାମଲାର ତଦନ୍ତରେ ଶିଥିଳତା ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଜବାବ ତଲବ କରିଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ଏଡ଼ାଇଛ ବୋଲି କଲେ ପ୍ରଶ୍ନ। ଉଲ୍ଲେଖଯୋଗ୍ୟ, ଜାଲ ନିଯୁକ୍ତି ମାମଲାରେ ୨ ବର୍ଷ ହେଲା ସରୁନି ତଦନ୍ତ।