ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରୀରୁ ନିଲମ୍ବନ ହୋଇଛନ୍ତି ୪୨୪ ଜଣ ଶିକ୍ଷକ। ବିଧାୟିକା ସୁଭାଷିନୀ ଜେନାଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଏହି ଲିଖିତ ଉତ୍ତର ରଖିଛନ୍ତି। ବାଲେଶ୍ୱରର ୧୬ ଜଣ ଶିକ୍ଷକ ଜାଲ ସାର୍ଟିଫିକେଟ ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି।
Credible Local News of Odisha