ଜାଲ୍‌ ଦସ୍ତଖତରେ ଶିକ୍ଷକ ନିଯୁକ୍ତି ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ

୩ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ କାହିଁକି ଏଫ୍ଆଇଆର ଉପରେ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଜବାବ ମାଗିଲେ।

କେନ୍ଦ୍ରାପଡ଼ା ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍ ହୋଇଥିଲା।ଏନେଇ ଏତଲା ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବାରୁ ନୋଟିସ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes