ଜାରି ରହିବ ମାଗଣା ଟିକାକରଣ

ଡେଡ୍‌ଲାଇନ ସରିଥିଲେ ବି ମାଗଣା ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ବୁଷ୍ଟର ଡୋଜ୍ ଆଗାମୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଦିଆଯିବ । ଏବେ ରାଜ୍ୟରେ ୧ କୋଟି ୨୧ ଲକ୍ଷ ୫୦ ହଜାର ବୁଷ୍ଟର ଡୋଜ ଟିକାକରଣ ସରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes