ଜାତୀୟ ସ୍ତରର ଖେଳାଳି ଓ ରାଜ୍ୟସ୍ତରୀୟ ରେଫରୀଙ୍କ ପରଲୋକ

ଜାତୀୟ ସ୍ତରର କବାଡି, ଭଲିବଲ ଖେଳାଳୀ ଓ ରାଜ୍ଯ ସ୍ତରୀୟ ରେଫରୀ ରାଜ କିଶୋର ଦାସଙ୍କ ପରଲୋକ।

ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଚିକିତ୍ସା ସମୟରେ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ନିଜସ୍ବ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ପଂଚାୟତ ତାଳପଡା ଗ୍ରାମରେ ଅନ୍ତିମ ସଂସ୍କାର ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes