ଜାତୀୟ ଜନଜାତି କମିଶନରେ ହାଜର ହେଲେ ଜିଲ୍ଲାପାଳ

ଏକ ମାମଲାରେ ବାରମ୍ବାର ସମନ ପରେ ଶେଷରେ ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଦିଲ୍ଲୀରେ ଜାତୀୟ ଜନଜାତି କମିଶନର ସଦସ୍ୟ ଅନନ୍ତ ନାୟକଙ୍କ ଇଜଲାସରେ ହାଜର ହୋଇଛନ୍ତି l

ଜିଲ୍ଲାପାଳଙ୍କୁ ହାଜର କରାଇବାକୁ ଡିଜିପିଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version