ଜାତିସଂଘରେ ଭାରତର ୬ ଜଣ ଯୁବ ଅଧିବକ୍ତା ମଧ୍ୟରେ ଓଡ଼ିଶାର ସୌମ୍ୟ

ଭାରତର ୬ ଜଣ ଯୁବ ଅଧିବକ୍ତାଙ୍କୁ ଜାତିସଂଘ ପକ୍ଷରୁ ଆସନ୍ତା ଦୁଇ ବର୍ଷ ପାଇଁ ସ୍ବୀକୃତି ଦିଆ ଯାଇଛି l ଏହି ୬ ଜଣ ଯୁବ ଅଧିବକ୍ତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗାଆଁର ସୌମ୍ୟ ରଞ୍ଜନ ବିଶ୍ଵାଳ l
ଉପକୂଳ ଜୈବ ବିବିଧତା ସୁରକ୍ଷା ପାଇଁ ସୌମ୍ୟ ରଞ୍ଜନ ବିଶ୍ଵାଳ ନିଜସ୍ଵ ଅଭିନବ ଉପାୟରେ କାମ କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes