ଜାତିଆଣ ଓ ସାମ୍ପ୍ରାଦାୟିକ ହିଂସା ବିରୁଦ୍ଧରେ ରାଜ୍ୟସ୍ତରୀୟ ସମ୍ମିଳନୀ

ବିଭିନ୍ନ ସ୍ଥାନରେ ଘଟୁଥିବା ଜାତିଆଣ ଓ ସାମ୍ପ୍ରାଦାୟିକ ହିଂସା ବିରୁଦ୍ଧରେ ଆଜି ଭୁବନେଶ୍ୱର ଲୋହିଆ ଏକାଡେମୀରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏଥରେ ହିଂସା ନିୟନ୍ତ୍ରଣ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes