ଚାଷ ଜମିରୁ ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଏହା ପ୍ରତିବାଦରେ ଆଜି ଶହ ଶହ ଚାହିଁ ବଡ଼ମୂଳବସନ୍ତପୁର ଠାରେ କଟକ -ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ l
ପରେ ତହସିଲଦାର ଓ ଇଞ୍ଜିନିୟର ପହଞ୍ଚି ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି l
Credible Local News of Odisha