ଜଳିଗଲା ୨ଟ୍ରକ୍; ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼ ହେମଗିର ଥାନା ରତନସରା ଡିବିଏଲ କ୍ୟାମ୍ପ୍‌ ନିକଟରେ ଦୁର୍ଘଟଣା ପରେ ଜଳିଗଲା ୨ ଟ୍ରକ୍। ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes