ଜଳିଗଲା କୁକୁଡ଼ା ଫାର୍ମ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ଗୋସେଇଁପାଟଣା ଗ୍ରାମରେ ଭାସ୍କର ସାହୁଙ୍କର ଥିବା କୁକୁଡ଼ା ଫାର୍ମରେ ଆଜି ଅପରାହ୍ନରେ ଅଚାନକ ଅଗ୍ନିକାଣ୍ଡ ଘଟି ହଜାର ହଜାର କୁକୁଡ଼ାଙ୍କର ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes