ଜଳିଗଲା କାର ଓ ବାଇକ, କାରଣ ଅସ୍ପଷ୍ଟ

ମୟୁରଭଞ୍ଜ ଜିଲ୍ଲାର ଯଶିପୁରରେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ପାର୍କିଙ୍ଗ ସ୍ଥାନରେ ଥିବା ଏକ କାର ଓ ବାଇକ ଆଜି ଜଳିଯାଇଛି l

ତେବେ ସେଥିରେ କିଭଳି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes