ଜଳବିଭାଜିକାଙ୍କ ତମାଣ୍ଡୋସ୍ଥିତ ଘରୁ ନଗଦ ୩.୫ ଲକ୍ଷ ଟଙ୍କା ଜବତ (ଅପଡେଟ)

ନବରଙ୍ଗପୁର ଜଳବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କ ଭୁବନେଶ୍ୱର ତମାଣ୍ଡୋସ୍ଥିତ ଘରୁ ନଗଦ ୩.୫ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଲକ୍ଷ୍ମୀଧର ଆଜି ଅଫିସ୍‌ରୁ ଘରକୁ ଯିବା ବେଳେ ନବରଙ୍ଗପୁର – ମାଝିଗୁଡା ବାଇପାସ୍ ରାସ୍ତାରେ ଭିଜିଲାନ୍ସ ଅଟକାଇ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିଲା। ଏ ପର୍ଯ୍ୟନ୍ତ ଭିଜିଲାନ୍ସ ୬.୭ ଲକ୍ଷ ଟଙ୍କା ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes