ଜଳନ୍ଧର ଦରବାର ପାଇଁ କଳାକାର ବରଣ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ୧୫ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଜଳନ୍ଧର ଦରବାର ପାଇଁ ଆଜି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି କଳାକାର ବରଣ କରାଯାଇଛି।

ଏଥିରେ ଜଳନ୍ଧର ଭୂମିକାରେ ଗୋପାଳ ଦାସ ଅଭିନୟ କରିବାର ସ୍ଥିରୀକୃତ ହୋଇଥିବା କମିଟି ପକ୍ଷରୁ ଜଣାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes