ଜମୁଛି କଟକ ବୈଶାଖୀ ବାଣିଜ୍ୟମେଳା

କଟକ ବାଲିଯାତ୍ରା ପଡ଼ିଆରେ ଚାଲିଥିବା ୧୭ତମ ବୈଶାଖୀ ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରକାର ଖାଇବା ସହିତ ଦୋଳିର ମଜା ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି ।

ଏହିବର୍ଷ ୪୫୦ଟି ଷ୍ଟଲ ପଡିଥିବା ବେଳେ ପଶ୍ଚିମବଙ୍ଗ, ଗୁଜୁରାଟ, ହରିୟାଣା, ଝାରଖଣ୍ଡ, ଆସାମ,ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ଆଞ୍ଚଳରୁ ପ୍ରାୟ ୮ଶହ ବଣିକ ସାମିଲ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes