ଜମି ଜାଲିଆତି ମାମଲା; ୮ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

ଅଭିଯୁକ୍ତ ପ୍ରସନ୍ନ ପାତ୍ରକୁ ଜୟପୁର କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ। ଗତ ୨୩ ତାରିଖରେ କଟକରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଜମି ଜାଲିଆତି ମାମଲାରେ ୨୦୧୮ ମସିହାରୁ ଫେରାର ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes