ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ରାଣୀପୁର ଗାଁରେ ମାରଣାସ୍ତ୍ରରେ ଆକ୍ରମଣ ଘଟିଛି।
ଗୋଟିଏ ପରିବାରର ୨ ମହିଳା ସମେତ ୫ ଗୁରୁତର ହୋଇଛନ୍ତି। ଜମି ବିବାଦକୁ ନେଇ ଥାନାରେ ଅଭିଯୋଗ କରି ଫେରିବା ବେଳେ ଆକ୍ରମଣ ହୋଇଛି। ଗୁରୁତର ୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha