ଜମନକିରା ଅଗ୍ନିଶମ ଦ୍ଵାରା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜମନକିରା ଅଗ୍ନିଶମ ବିଭାଗ ଦ୍ଵାରା ଆଜି ମକଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ କାର୍ମଶାଳାକୁ ଅନୁସରଣ କରି ଅଗ୍ନିଶମ ବିଭାଗ ଦ୍ଵାରା ମକଡ୍ରିଲ କାର୍ଯ୍ୟକ୍ରମ ହୋଇଯାଇଛି। ଅଗ୍ନିଶମ ବିଭାଗ ଦ୍ବାରା ତାଙ୍କର କଳ କୌଶଳ ପରିବେଷଣ କରଯାଇଥିଲା। ଏହି ଅବସରରେ ଲାଇପ ଜାକେଟ, ଚିୟାର କଣ୍ଟ, ଫାୟାରମେନ ଲିପ୍ଟ ଭଳି କୌଶଳ ପରିବେଷଣ କରାଯାଇ ଲୋକେ ଏହାକୁ କିପରି ଭାବରେ ବ୍ୟବହାର କରିପାରିବେ ବୁଝାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes