ଜବରଦଖଲ ଜମି ଚିହ୍ନଟ ନେଇ ତହସିଲଦାରଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଧିନ କର୍ତ୍ତଙ୍ଗ ଗ୍ରାମର କେତେକ ଧନୀୟ ଶ୍ରେଣୀର ଲୋକେ ସରକାରୀ ଜମି ଜବରଦଖଲ କରି ସରକାରଙ୍କୁ ରାଜସ୍ବ ଠକି ଆସୁଛନ୍ତି ଏବଂ ଆମ ଗରିବ ଖଟଖିଆ ଶ୍ରେଣୀର ଲୋକଙ୍କ ହଇରାଣ ହରକତ କରି ଧମକ ଚମକ ଦେଉଛନ୍ତି ।

ତେଣୁ ତୁରନ୍ତ ଜବରଦଖଲ ଜମି ଚିହ୍ନଟ କରି ଯୋଗ୍ୟ ବ୍ୟକ୍ତି, ଅନୁଷ୍ଠାନ, ମନ୍ଦିରମାନଙ୍କୁ ଆଇନ ଅନୁସାରେ ବ୍ୟବସ୍ଥା କରିବାକୁ କର୍ତଙ୍ଗ ଗ୍ରାମବାସୀ ଆଜି ବିନିକା ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes