ଜବତ ଔଷଧ ନକଲି, ଟେଷ୍ଟ ରିପୋର୍ଟରୁ ଜଣାପଡିଲା

କଟକରୁ ଜବତ କରାଯାଇଥିବା ଉଚ୍ଚରକ୍ତଚାପ ଔଷଧ ଟେଲମା -40 ଔଷଧର ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା ଏବଂ ରିପୋର୍ଟ ନକଲି ଆସିଥିବା ଆଜି କହିଛନ୍ତି ଡିସିପି l
ରିମାଣ୍ଡରେ ଥିବା ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟରୁ 12 ଲକ୍ଷ ଟଙ୍କା ଫ୍ରିଜ କରାଯାଇଥିବା ସେ କହିଛନ୍ତି l ଏହି ରାକେଟ ସମ୍ପର୍କରେ ଅନେକ ତଥ୍ୟ ମିଳିଥିବା ଏବଂ ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes