ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏଏସି ୧୦ ନମ୍ୱର ୱାର୍ଡରେ ଆଜି ସ୍ଥାନୀୟ ପ୍ରାଥମିକ ସ୍କୁଲରେ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି ।

ଲୋକଙ୍କ ସମସ୍ୟା ଯଥା ଗୃହ, ଭତ୍ତା, ପାଣି ଓ ରାସ୍ତା ସମସ୍ୟା ସମ୍ପର୍କରେ ଶୁଣାଣୀ କରାଯାଇଥିଲା । ଉକ୍ତ ଶିବିରରେ ଉଦଳା ନଗରପାଳ ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପ ଉପାଧ୍ୟକ୍ଷା ଲିଲି ଭୋଳ ଏବଂ ୱାର୍ଡର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes