ଜନସଂଖ୍ୟା ବିସ୍ପୋରଣରୁ ରକ୍ଷା ପାଇଁ ଶକ୍ତିଶାଳୀ ଓ ଦୃଢ ଆଇନ ପ୍ରଣୟନ ନିମନ୍ତେ ପତ୍ର

ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶକୁ ଜନସଂଖ୍ୟା ବିସ୍ପୋରଣରୁ ବଞ୍ଚାଇବା ପାଇଁ ପାର୍ଲିଆମେଣ୍ଟରେ ଏକ ଶକ୍ତିଶାଳୀ ଓ ଦୃଢ ଆଇନ ପ୍ରଣୟନ କରିବାକୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କେନ୍ଦ୍ରୀୟ କମିଟି ସଦସ୍ୟା ଶ୍ରଦ୍ଧାଞ୍ଜଳି ମିଶ୍ର ଓ ଜିଲ୍ଲା ଆବାହକ କେଦାର ଦାଶଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାର ବରିଷ୍ଠ ନେତା ନବ ଦନ୍ତା, ସୁରେଶ ମିଶ୍ର, ବଳଦେବ ବେଦବାକ, ପୂର୍ଣ୍ଣିମା ସା’ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version