ଜନଶୁଣାଣି ବେଳେ ଦୁଇ ଗୋଷ୍ଠୀ ହାତାହାତି

ଜଳେଶ୍ବର ମହମ୍ମଦ ନଗର ପାଟଣା ପଞ୍ଚାୟତ ଶେକସରାଇରେ ହାତାହାତି ହୋଇଛନ୍ତି। ବାଲି ଖାଦାନ ଲିଜ୍‌କୁ ନେଇ ବିପକ୍ଷ ଓ ସପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜନଶୁଣାଣି ବେଳେ ଉତ୍ତେଜନା ଦେଖାଦେଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୃଦୁ ଲାଠି ଚାଳନା କଲା ପୋଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes