ପୂଜା ବଜାରକୁ ଆଖି ଆଗରେ ରଖି ଭୁବନେଶ୍ୱର ଜନତା ମଇଦାନରେ ‘ଆନ୍ତର୍ଜାତୀୟ ବାଣିଜ୍ୟ ମେଳା’ ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୯ ଯାଏଁ ଏହି ମେଳା ଚାଲିବାକୁ ଥିବାବେଳେ ପ୍ରତିଦିନ ଅପରାହ୍ନ ୨.୩୦ରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ।
Credible Local News of Odisha