ଧର୍ମାନ୍ତରିତ ହୋଇଥିବା ଜନଜାତି ଲୋକଙ୍କ ଜନଜାତି କୋଟା ପ୍ରତ୍ୟାହାର ଦାବିରେ ଆଜି ଆର. ଉଦୟଗିରିରେ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସାମିଲ ହୋଇଥିବା ଦେଖିବାକୁ ମିଳିଛି l
Credible Local News of Odisha