କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଏହି ଅଜବ ଆକ୍ସନ୍ ନେଇଛି। ପରିବାର ଲୋକେ ପ୍ରତିବାଦ କରିବା ସତ୍ତ୍ବେ ଶୁଣିଲେନି ପୋଲିସ ବାବୁମାନେ।
ଶେଷରେ ତ୍ରୁଟି ଜାଣିବା ପରେ ଦିନ ସାଢ଼େ ୧୨ରେ ନିର୍ଦ୍ଦୋଷକୁ ଛାଡ଼ିଲା। ପୋଲିସ ପାଇଁ ପରିବାର ଦୁର୍ନାମ ମୁଣ୍ଡାଉଛି କହିଲେ ନିର୍ଦ୍ଦୋଷଙ୍କ ଓକିଲ।
Credible Local News of Odisha