ଜଟେସିଂହା ସମବାୟ ସମିତିର ସଭାପତି ହେଲେ ଯତିନ ପାଣିଗ୍ରାହୀ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସେବା ସମବାୟ ସମିତିର ସଭାପତି ଭାବେ ଯତିନ କୁମାର ପାଣିଗ୍ରାହୀ ଆଜି ନିର୍ବାଚିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes