ଜଟଣୀ ଓଭରବ୍ରିଜ ତଳେ ବୁଡ଼ିଲା ବସ

ଆଜି ପ୍ରବଳ ବର୍ଷା ଯୋଗୁ ଜଟଣୀ ଓଭରବ୍ରିଜ ତଳେ ଏକ ବସ ବୁଡି ଯାଇଥିବା ଦେଖିବାକୁ ମିଳିଛି l ଅବଶ୍ୟ ସମସ୍ତ ଯାତ୍ରୀ ଉଦ୍ଧାର ପାଇଯାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes