ଜଙ୍ଗଲ ସୁରକ୍ଷା ନେଇ ସଚେତନ ଶିବିର ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପୋଡାଡିହା ରେଞ୍ଜ ଅଧିନ ଶରତ ଠାରେ ଆଜି ବନ ବିଭାଗ ୫୦ ମାଝୀ ହାଡାମକୁ ନେଇ ଜଙ୍ଗଲ ସୁରକ୍ଷା ଉପରେ ସଚେତନ ଶିବିର କରିଛି ।

ଅଫିସର ମୋଦନ ମହନ ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜଙ୍ଗଲ ନିଆଁକୁ ରୋକିବା ଏବଂ ସୁରକ୍ଷା ଆଦି ଆଲୋକପାତ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes